Deuteronomy 2:18 — Compare Translations

5 translations compared side by side

Odia - 1840
"'ତୁମ୍ଭେ ଆଜି ମାୟୋବର ସୀମା ଆର୍ ଦଇେ ୟିବାକକ୍ସ୍ଟ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
Odia Bible ERV 2004 (ପବିତ୍ର ବାଇବଲ)
‘ତୁମ୍ଭେ ଆଜି ମୋୟାବର ସୀମା ଆର ଦେଇ ଯିବାକୁ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
Odia IRV 2017 (ଓଡିଆ ବାଇବେଲ)
“ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;