Deuteronomy 2:35 — Compare Translations

5 translations compared side by side

Odia - 1840
"ଆମ୍ଭମାନେେ କବଳେ ପଶକ୍ସ୍ଟଗଣଙ୍କକ୍ସ୍ଟ ଓ ଯେଉଁ ଯେଉଁ ନଗର ହସ୍ତଗତ କଲକ୍ସ୍ଟ ତାହାର ସବୁ ଲକ୍ସ୍ଟଟିତ ଦ୍ରବ୍ଯ ଆମ୍ଭମାନେେ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେମାନେ କେବଳ ପଶୁଗଣକୁ ଓ ଯେଉଁ ଯେଉଁ ନଗର ହସ୍ତଗତ କଲୁ ତାହାର ସବୁ ଲୁଟିତ ଦ୍ରବ୍ୟ ଆମ୍ଭେମାନେ ନିଜ ନିଜ ପାଇଁ ଗ୍ରହଣ କଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ।
Odia IRV 2017 (ଓଡିଆ ବାଇବେଲ)
କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ।