Deuteronomy 22:13 — Compare Translations
5 translations compared side by side
Odia - 1840
"ଜଣେ ପୁରୁଷ ଜଣେ ସ୍ତ୍ରୀକକ୍ସ୍ଟ ବିବାହ କରି ତା'ସହିତ ଶାରୀରୀକ ସଐର୍କ ରଖି ଯବେେ ତାକକ୍ସ୍ଟ ପରେ ଘୃଣା କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କୌଣସି ପୁରୁଷ କୌଣସି ସ୍ତ୍ରୀକି ବିବାହ କରି ତାହାର ସହବାସ କଲା ଉତ୍ତାରେ ଯେବେ ତାହାକୁ ଘୃଣା କରେ
Odia Bible ERV 2004 (ପବିତ୍ର ବାଇବଲ)
ବିବାହ ନିୟମଗୁଡ଼ିକ “ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରି ତା’ସହିତ ଶାରୀରୀକ ସମ୍ପର୍କ ରଖି ଯେବେ ତାକୁ ପରେ ଘୃଣା କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ତାହାର ସହବାସ କଲା ଉତ୍ତାରେ ଯଦି ତାହାକୁ ଘୃଣା କରେ
Odia IRV 2017 (ଓଡିଆ ବାଇବେଲ)
କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ତାହାର ସହବାସ କଲା ଉତ୍ତାରେ ଯଦି ତାହାକୁ ଘୃଣା କରେ