Deuteronomy 22:2 — Compare Translations
5 translations compared side by side
Odia - 1840
"ଯଦି ତା'ର ମାଲିକ ତକ୍ସ୍ଟମ୍ଭଠାରକ୍ସ୍ଟ ଦୂର ରେ ବାସ କରିଥାଏ, କାଅବା ତୁମ୍ଭେ ତା'ର ମାଲିକକକ୍ସ୍ଟ ଜାଣି ନ ଥାଅ, ତବେେ ତାକକ୍ସ୍ଟ ତକ୍ସ୍ଟମ୍ଭ ଗୃହକକ୍ସ୍ଟ ନଇୟୋଅ। ତୁମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ପାଖ ରେ ତା'ର ମାଲିକ ଖାଜେି ଖାଜେି ଆସିବା ପର୍ୟ୍ଯନ୍ତ ରଖିପାରିବ। ଏହାପରେ ତୁମ୍ଭମାନେେ ତା'ର ମାଲିକକକ୍ସ୍ଟ ସମାନଙ୍କେୁ ଫରୋଇ ଦବୋ ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଯେବେ ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ଵା ତୁମ୍ଭେ ଯେବେ ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ଵେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରୁ ତୁମ୍ଭେ ତାହାକୁ ତାହା ଫେରାଇ ଦେବ ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତା’ର ମାଲିକ ତୁମ୍ଭଠାରୁ ଦୂରରେ ବାସ କରୁଥାଏ, କିଅବା ତୁମ୍ଭେ ତା’ର ମାଲିକକୁ ଜାଣି ନ ଥାଅ, ତେବେ ତାକୁ ତୁମ୍ଭ ଗୃହକୁ ନେଇଯାଅ। ତୁମ୍ଭେ ସେମାନଙ୍କୁ ତୁମ୍ଭ ପାଖରେ ତା’ର ମାଲିକ ଖୋଜି ଖୋଜି ଆସିବା ପର୍ଯ୍ୟନ୍ତ ରଖିପାରିବ। ଏହା ପରେ ତୁମ୍ଭେମାନେ ତା’ର ମାଲିକକୁ ସେମାନଙ୍କୁ ଫେରାଇ ଦେବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଯଦି ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ବା ତୁମ୍ଭେ ଯଦି ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ୱେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରେ ତୁମ୍ଭେ ତାହାକୁ ତାହା ଫେରାଇ ଦେବ।
Odia IRV 2017 (ଓଡିଆ ବାଇବେଲ)
ପୁଣି ଯଦି ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ବା ତୁମ୍ଭେ ଯଦି ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ୱେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରୁ ତୁମ୍ଭେ ତାହାକୁ ତାହା ଫେରାଇ ଦେବ।