Deuteronomy 25:11 — Compare Translations

5 translations compared side by side

Odia - 1840
"ଦୁଇଜଣଙ୍କ ମଧିଅରେ ଯଦି ବିବାଦ ସୃଷ୍ଟି ହକ୍ସ୍ଟଏ। ସମାନଙ୍କେ ମଧ୍ଯରକ୍ସ୍ଟ କାହାର ସ୍ତ୍ରୀ ଆସି ଯଦି ତା'ର ସ୍ବାମୀକକ୍ସ୍ଟ ସାହାୟ୍ଯ କରିବାକୁ ଆ ସେ ଓ ହାତ ବଢାଇ ପ୍ରହାର କରି ଗକ୍ସ୍ଟଲ୍ଗାଙ୍ଗକକ୍ସ୍ଟ ଧ ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯେବେ ପ୍ରହାରକ ହସ୍ତରୁ ଆପଣା ସ୍ଵାମୀକି ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ,
Odia Bible ERV 2004 (ପବିତ୍ର ବାଇବଲ)
“ଦୁଇଜଣଙ୍କ ମଧ୍ୟରେ ଯଦି ବିବାଦ ସୃଷ୍ଟି ହୁଏ। ସେମାନଙ୍କ ମଧ୍ୟରୁ କାହାର ସ୍ତ୍ରୀ ଆସି ଯଦି ତା’ର ସ୍ୱାମୀକୁ ସାହାଯ୍ୟ କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାର କରି ଗୁପ୍ତାଙ୍ଗକୁ ଧରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯଦି ପ୍ରହାରକ ହସ୍ତରୁ ଆପଣା ସ୍ୱାମୀକୁ ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ,
Odia IRV 2017 (ଓଡିଆ ବାଇବେଲ)
ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯଦି ପ୍ରହାରକ ହସ୍ତରୁ ଆପଣା ସ୍ୱାମୀକୁ ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ,