Deuteronomy 25:12 — Compare Translations
5 translations compared side by side
Odia - 1840
"ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦକ୍ସ୍ଟଃଖ କରିବାର କିଛି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦୁଃଖ କରିବାର କିଛି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ।