Deuteronomy 27:14 — Compare Translations
5 translations compared side by side
Odia - 1840
"ଏବଂ ସମସ୍ତ ଲବେୀୟମାନେ ଖକ୍ସ୍ଟବ୍ ଉଚ୍ଚ ସ୍ବର ରେ ସମସ୍ତ ଇଶ୍ରାୟେଲୀୟ ଲୋକଙ୍କକ୍ସ୍ଟ ଉତ୍ତର ଦଇେ କହିବେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଲେବୀୟମାନେ ଉଚ୍ଚୈଃସ୍ଵରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
Odia Bible ERV 2004 (ପବିତ୍ର ବାଇବଲ)
“ଏବଂ ସମସ୍ତ ଲେବୀୟମାନେ ଖୁବ୍ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଲେବୀୟମାନେ ଉଚ୍ଚସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
Odia IRV 2017 (ଓଡିଆ ବାଇବେଲ)
ଆଉ ଲେବୀୟମାନେ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ: