Deuteronomy 27:18 — Compare Translations

5 translations compared side by side

Odia - 1840
" ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ କେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ । ତହିଁରେ ସମସ୍ତ ଲୋକ କହିବେ, ଆମେନ୍ ।
Odia Bible ERV 2004 (ପବିତ୍ର ବାଇବଲ)
“ଲେବୀୟମାନେ କହିବେ, ‘ଯେଉଁ ଲୋକ ଅନ୍ଧକୁ ବାଟ ଭୂଲାଏ, ସେ ଲୋକ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
Odia IRV 2017 (ଓଡିଆ ବାଇବେଲ)
“ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’