Deuteronomy 27:21 — Compare Translations

5 translations compared side by side

Odia - 1840
" ଲବେୀୟମାନେ କହିବେ, ' ଯେଉଁ ଲୋକର କୌଣସି ପଶକ୍ସ୍ଟ ସହିତ ୟୌନ ସଐର୍କ ଥାଏ, ସେ ଅଭିଶଲ୍ଗ ହେଉ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ କେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ । ତହିଁରେ ସମସ୍ତ ଲୋକ କହିବେ, ଆମେନ୍ ।
Odia Bible ERV 2004 (ପବିତ୍ର ବାଇବଲ)
“ଲେବୀୟମାନେ କହିବେ, ‘ଯେଉଁ ଲୋକର କୌଣସି ପଶୁ ସହିତ ଯୌନ ସମ୍ପର୍କ ଥାଏ, ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
Odia IRV 2017 (ଓଡିଆ ବାଇବେଲ)
“ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍‍।’