Deuteronomy 28:3 — Compare Translations

5 translations compared side by side

Odia - 1840
"ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
“ତୁମ୍ଭେମାନେ ଏହି ନଗରରେ ଆଶୀର୍ବାଦ ପ୍ରାପ୍ତ ହେବ ଓ କ୍ଷେତ୍ରରେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।