Deuteronomy 28:44 — Compare Translations
5 translations compared side by side
Odia - 1840
"ବିଦେଶୀମାନେ ତୁମ୍ଭକୁ ଋଣ ଦବେେ। କିନ୍ତୁ ତୁମ୍ଭମାନଙ୍କ ପାଖ ରେ ଅର୍ଥ ନ ଥିବ ଋଣ ପ୍ରତିଶାଧେ ପାଇଁ। ସମାନେେ ମସ୍ତକ ପରି ତୁମ୍ଭମାନଙ୍କୁ ପରିଗ୍ଭଳନା କରିବେ। ତୁମ୍ଭମାନେେ ଲାଙ୍ଗକ୍ସ୍ଟଡ ତକ୍ସ୍ଟଲ୍ଯ ତାଙ୍କଦ୍ବାରା ପରିଗ୍ଭଳିତ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ; ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ବିଦେଶୀମାନେ ତୁମ୍ଭକୁ ଋଣ ଦେବେ। କିନ୍ତୁ ତୁମ୍ଭମାନଙ୍କ ପାଖରେ ଅର୍ଥ ନ ଥିବ ଋଣ ପ୍ରତିଶୋଧ ପାଇଁ। ସେମାନେ ମସ୍ତକ ପରି ତୁମ୍ଭମାନଙ୍କୁ ପରିଗ୍ଭଳନା କରିବେ। ତୁମ୍ଭେମାନେ ଲାଙ୍ଗୁଡ଼ ତୁଲ୍ୟ ତାଙ୍କଦ୍ୱାରା ପରିଗ୍ଭଳିତ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ; ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ।
Odia IRV 2017 (ଓଡିଆ ବାଇବେଲ)
ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ; ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ।