Deuteronomy 28:46 — Compare Translations
5 translations compared side by side
Odia - 1840
"ସବୁ ଅଭିଶାପ ତକ୍ସ୍ଟମ୍ଭ ଉପରେ ଓ ପୁରୁଷନକ୍ସ୍ଟକ୍ରମେ ତକ୍ସ୍ଟମ୍ଭ ବଂଶ ଉପରେ ରହିବ। ଏହା ଚିହ୍ନସ୍ବରୂପ ଓ ସଦାପ୍ରଭୁଙ୍କର ବିଗ୍ଭରର ପ୍ରମାଣ ହାଇେ ରହିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ଵରୂପ ହୋଇ ରହିବ;
Odia Bible ERV 2004 (ପବିତ୍ର ବାଇବଲ)
ସବୁ ଅଭିଶାପ ତୁମ୍ଭ ଉପରେ ଓ ପୁରୁଷାନୁକ୍ରମେ ତୁମ୍ଭ ବଂଶ ଉପରେ ରହିବ। ଏହା ଚିହ୍ନସ୍ୱରୂପ ଓ ସଦାପ୍ରଭୁଙ୍କର ବିଗ୍ଭରର ପ୍ରମାଣ ହୋଇ ରହିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେହି ସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ;
Odia IRV 2017 (ଓଡିଆ ବାଇବେଲ)
ଆଉ ସେହି ସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ;