Deuteronomy 28:53 — Compare Translations
5 translations compared side by side
Odia - 1840
"ତୁମ୍ଭମାନେ ବହକ୍ସ୍ଟତ ଦକ୍ସ୍ଟଃଖ କଷ୍ଟ ଭୋଗ କରିବେ। ତକ୍ସ୍ଟମ୍ଭ ଚତକ୍ସ୍ଟଃପାଶର୍ବ ରେ ଥିବା ଶତୃମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦବେେ ନାହିଁ। ତୁମ୍ଭମାନେେ ଭୋକରେ ରହିବ। ତୁମ୍ଭମାନେେ ଏତେ ଭୋକରେ ରହିବ ଯେ ତୁମ୍ଭମାନେେ ଆପଣା ପକ୍ସ୍ଟତ୍ରକନ୍ଯାମାନଙ୍କୁ ଖାଇ ୟିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶକ୍ସ୍ଟ ସନ୍ତାନମାନଙ୍କୁ ତୁମ୍ଭମାନେେ ଭକ୍ଷଣ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ଅକଳରେ ପକାଇବେ, ସେହି ଅକଳରେ, ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍, ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନ ବହୁତ ଦୁଃଖ କଷ୍ଟ ଭୋଗ କରିବ। ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦେବେ ନାହିଁ। ତୁମ୍ଭେମାନେ ଭୋକରେ ରହିବ। ତୁମ୍ଭେମାନେ ଏତେ ଭୋକରେ ରହିବ ଯେ ତୁମ୍ଭେମାନେ ଆପଣା ପୁତ୍ରକନ୍ୟାମାନଙ୍କୁ ଖାଇ ଯିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶୁ ସନ୍ତାନମାନଙ୍କୁ ତୁମ୍ଭେମାନେ ଭକ୍ଷ୍ୟଣ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ବିପଦରେ ପକାଇବେ, ସେହି ସମୟରେ ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ।
Odia IRV 2017 (ଓଡିଆ ବାଇବେଲ)
ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ବିପଦରେ ପକାଇବେ, ସେହି ସମୟରେ ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ।