Deuteronomy 3:20 — Compare Translations
5 translations compared side by side
Odia - 1840
"କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଇଶ୍ରାୟେଲୀୟ ଭାତୃଗଣମାନଙ୍କୁ ସାହାୟ୍ଯ କର। ଯେ ପର୍ୟ୍ଯନ୍ତ ସମାନେେ ସଦାପ୍ରଭୁଙ୍କ ଦତ୍ତ ୟର୍ଦ୍ଦନ ସପୋରିସ୍ଥ ଭୂମିରେ ବାସ କରନ୍ତି। ସମାନେେ ତୁମ୍ଭମାନଙ୍କ ପରି ଭୂମି ପାଇବା ପ୍ରର୍ୟ୍ଯନ୍ତ, ସମାନଙ୍କେୁ ସାହାୟ୍ଯ କର। ଏହାପରେ ତୁମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦିଆୟାଇଥିବା ଏହି ନିଜ ନିଜ ଦେଶକକ୍ସ୍ଟ ଫରେିୟିବ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଇସ୍ରାଏଲୀୟ ଭାତୃଗଣମାନଙ୍କୁ ସାହାଯ୍ୟ କର। ଯେପର୍ଯ୍ୟନ୍ତ ସେମାନେ ସଦାପ୍ରଭୁଙ୍କ ଦତ୍ତ ଯର୍ଦ୍ଦନ ସେପାରିସ୍ଥ ଭୂମିରେ ବାସ କରନ୍ତି। ସେମାନେ ତୁମ୍ଭମାନଙ୍କ ପରି ଭୂମି ପାଇବା ପର୍ଯ୍ୟନ୍ତ, ସେମାନଙ୍କୁ ସାହାଯ୍ୟ କର। ଏହା ପରେ ତୁମ୍ଭେମାନେ ତୁମ୍ଭଙ୍କୁ ଦିଆଯାଇଥିବା ଏହି ନିଜ ନିଜ ଦେଶକୁ ଫେରିଯିବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।”
Odia IRV 2017 (ଓଡିଆ ବାଇବେଲ)