Deuteronomy 3:25 — Compare Translations

5 translations compared side by side

Odia - 1840
"ମୁ ବିନତି କରୁଛି, ମାେତେ ସପୋରିକି ୟିବାକକ୍ସ୍ଟ ଦିଅ, ୟର୍ଦ୍ଦନର ସପୋରିସ୍ଥ ସହେି ଉତ୍ତମ ଦେଶ, ସହେି ରମଣୀଯ ପର୍ବତ ଓ ଲିବାନୋନ୍ ଦେଖିବାକକ୍ସ୍ଟ ଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ୍ ଦେଖିବାକୁ ଦିଅ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ବିନତି କରୁଛି, ମୋତେ ସେପାରିକି ଯିବାକୁ ଦିଅ, ଯର୍ଦ୍ଦନର ସେପାରିସ୍ଥ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ୍ ଦେଖିବାକୁ ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।”
Odia IRV 2017 (ଓଡିଆ ବାଇବେଲ)
ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।”