Deuteronomy 32:37 — Compare Translations
5 translations compared side by side
Odia - 1840
"ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ କହିବେ, ସେମାନଙ୍କ ଦେବତାମାନେ କାହାନ୍ତି? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସଦାପ୍ରଭୁ ପୁଣି କହିବେ, ‘ସେମାନଙ୍କର ଦେବତାମାନେ କାହାନ୍ତି? ଯେଉଁ “ଶୈଳ”ରେ ସେମାନେ ଆଶ୍ରୟ ନେଲେ ସେ କାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ସେ କହିବେ, “ସେମାନଙ୍କ ଦେବତାମାନେ କାହାନ୍ତି? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ?
Odia IRV 2017 (ଓଡିଆ ବାଇବେଲ)
ପୁଣି ସେ କହିବେ, ସେମାନଙ୍କ ଦେବତାମାନେ କାହାନ୍ତି? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ?