Deuteronomy 33:12 — Compare Translations
5 translations compared side by side
Odia - 1840
"ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ବିନ୍ୟାମୀନ୍ ବିଷୟରେ କହିଲେ, ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ଦିନଯାକ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ଵୟ ମଧ୍ୟରେ ବାସ କରନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ବିନ୍ୟାମୀନଙ୍କର ଆଶୀର୍ବାଦ ମୋଶା ବିନ୍ୟାମୀନଙ୍କ ବିଷୟରେ କହିଲେ, “ସଦାପ୍ରଭୁଙ୍କର ପ୍ରିୟ ଲୋକେ ବିନ୍ୟାମୀନଙ୍କ ନିକଟରେ ନିର୍ଭୟରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ବିନ୍ୟାମୀନ୍ ବିଷୟରେ କହିଲେ, “ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ସାରାଦିନ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
Odia IRV 2017 (ଓଡିଆ ବାଇବେଲ)
ସେ ବିନ୍ୟାମୀନ୍ ବିଷୟରେ କହିଲେ, “ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ସାରାଦିନ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”