Deuteronomy 33:13 — Compare Translations

5 translations compared side by side

Odia - 1840
"ମାଶାେ ଯୋଷଫଙ୍କେ ବିଷଯ ରେ କହିଲେ, ସଦାପ୍ରଭୁ, ଯୋଷଫଙ୍କେର ଭୂମିକକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ସଦାପ୍ରଭୁ ଆକାଶରକ୍ସ୍ଟ ଶିଶିର ବିନ୍ଦକ୍ସ୍ଟ ଓ ଧରଣୀ ଗଭୀରକ୍ସ୍ଟ ତାଙ୍କର ଭୂମି ୟଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗକ୍ସ୍ଟଡିକ ବାରିଧି ରେ ପରିପୂର୍ଣ କରନ୍ତକ୍ସ୍ଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯୋଷେଫ ବିଷୟରେ କହିଲେ, ସଦାପ୍ରଭୁଙ୍କ ଦ୍ଵାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
Odia Bible ERV 2004 (ପବିତ୍ର ବାଇବଲ)
ଯୋଷେଫଙ୍କ ଆଶୀର୍ବାଦ ମୋଶା ଯୋଷେଫଙ୍କ ବିଷୟରେ କହିଲେ, “ସଦାପ୍ରଭୁ, ଯୋଷେଫଙ୍କର ଭୂମିକୁ ଆଶୀର୍ବାଦ କରନ୍ତୁ। ସଦାପ୍ରଭୁ ଆକାଶରୁ ଶିଶିର ବିନ୍ଦୁ ଓ ଧରଣୀ ଗଭୀରକୁ ତାଙ୍କର ଭୂମି ଯଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗୁଡ଼ିକ ବାରିଧିରେ ପରିପୂର୍ଣ୍ଣ କରନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
Odia IRV 2017 (ଓଡିଆ ବାଇବେଲ)
ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,