Deuteronomy 33:14 — Compare Translations
5 translations compared side by side
Odia - 1840
"ସୂର୍ୟ୍ଯ ତାଙ୍କୁ ଉତ୍ତମ ଫଳ ଦିଅନ୍ତକ୍ସ୍ଟ। ସେ ପ୍ରେତ୍ୟକକ ମାସ ରେ ଉତ୍ତମ ଫଳ ଦାନ କରୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସୂର୍ଯ୍ୟର ଫଳ ସ୍ଵରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ଵରୂପ ଉତ୍ତମ ଦ୍ରବ୍ୟରେ,
Odia Bible ERV 2004 (ପବିତ୍ର ବାଇବଲ)
ସୂର୍ଯ୍ୟ ତାଙ୍କୁ ଉତ୍ତମ ଫଳ ଦିଅନ୍ତୁ। ସେ ପ୍ରତ୍ୟେକ ମାସରେ ଉତ୍ତମ ଫଳ ଦାନ କରୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ,