Deuteronomy 33:15 — Compare Translations
5 translations compared side by side
Odia - 1840
"ପକ୍ସ୍ଟରାତନ ପର୍ବତମାନ ଉତ୍ତମ ଦ୍ରବ୍ଯମାନ ରେ ପରିପୂର୍ଣ୍ଣ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,
Odia Bible ERV 2004 (ପବିତ୍ର ବାଇବଲ)
ପୁରାତନ ପର୍ବତମାନ ଉତ୍ତମ ଦ୍ରବ୍ୟମାନରେ ପରିପୂର୍ଣ୍ଣ ହେଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,
Odia IRV 2017 (ଓଡିଆ ବାଇବେଲ)
ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,