Deuteronomy 33:18 — Compare Translations

5 translations compared side by side

Odia - 1840
"ମାଶାେ ସବୂଲୂନ୍ଙ୍କ ବିଷଯ ରେ ଏହିକଥା କହିଲେ, ହେ ସବୂଲୂନ୍, ଯେତବେେଳେ ତୁମ୍ଭେ ବାହାରକକ୍ସ୍ଟ ଯାଉଛ, ଖକ୍ସ୍ଟସି ହକ୍ସ୍ଟଅ। ଇଷାଖର ତୁମ୍ଭେ ଆପଣା ତମ୍ବୁ ରେ ଆନନ୍ଦିତ ହକ୍ସ୍ଟଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସବୂଲୂନ ବିଷୟରେ ସେ କହିଲେ, ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ଵୁରେ ଆନନ୍ଦ କର;
Odia Bible ERV 2004 (ପବିତ୍ର ବାଇବଲ)
ସବୂଲୂନ୍ ଓ ଇଷାଖରଙ୍କୁ ଆଶୀର୍ବାଦ ମୋଶା ସବୂଲୂନଙ୍କ ବିଷୟରେ ଏହିକଥା କହିଲେ, “ହେ ସବୂଲୂନ୍, ଯେତେବେଳେ ତୁମ୍ଭେ ବାହାରକୁ ଯାଉଛ, ଖୁସୀ ହୁଅ। ଇଷାଖର ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦିତ ହୁଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର;
Odia IRV 2017 (ଓଡିଆ ବାଇବେଲ)
ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର;