Deuteronomy 33:20 — Compare Translations

5 translations compared side by side

Odia - 1840
"ମାଶାେ ଗାଦଙ୍କ ବିଷଯ ରେ ଏହି ସବୁ କହିଲେ, ପରମେଶ୍ବରଙ୍କର ପ୍ରଶଂସା ଗାନ କର ଯେ ଗାଦ୍ଙ୍କକ୍ସ୍ଟ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶାଇେ ରହେ ଓ ଅପେକ୍ଷା କରେ। ଏହାପରେ ଅପେକ୍ଷା କରି ପଶକ୍ସ୍ଟମାନଙ୍କୁ ଚିରି ବିଦିର୍ଣ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଗାଦ୍ ବିଷୟରେ ସେ କହିଲେ, ଯେ ଗାଦ୍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହୀ ପରି ବାସ କରେ, ପୁଣି ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ଗା‌ଦ୍‌ର ଆଶୀର୍ବାଦ ମୋଶା ଗା‌ଦ୍‌ର ବିଷୟରେ ଏହିସବୁ କହିଲେ, “ପରମେଶ୍ୱରଙ୍କର ପ୍ରଶଂସା ଗାନ କର ଯେ ଗା‌ଦ୍‌କୁ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶୋଇ ରହେ ଓ ଅପେକ୍ଷା କରେ। ଏହା ପରେ ଅପେକ୍ଷା କରି ପଶୁମାନଙ୍କୁ ଚିରି ବିଦୀର୍ଣ୍ଣ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।”