Deuteronomy 33:24 — Compare Translations
5 translations compared side by side
Odia - 1840
"ମାଶାେ ଆଶରଙ୍କେର ବିଷଯ ରେ ଏହିକଥା କହିଲେ, ଆଶରେ ସନ୍ତାନ ସନ୍ତତି ରେ ଆଶୀର୍ବାଦ ପ୍ରାଲ୍ଗ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହବେ। ଏବଂ ସେ ଆପଣା ପାଦ ତୈଳ ରେ ବକ୍ସ୍ଟଡାଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ ଆଶେର୍ ବିଷୟରେ କହିଲେ, ଆଶେର୍ ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ଡୁବାଉ ।
Odia Bible ERV 2004 (ପବିତ୍ର ବାଇବଲ)
ଆଶେରର ଆଶୀର୍ବାଦ ମୋଶା ଆଶେରଙ୍କର ବିଷୟରେ ଏହିକଥା କହିଲେ, “ଆଶେର ସନ୍ତାନ ସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହେବ। ଏବଂ ସେ ଆପଣା ପାଦ ତୈଳରେ ବୁଡ଼ାଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଆଶେର ବିଷୟରେ କହିଲେ, “ଆଶେର ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ବୁଡ଼ାଉ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଆଶେର ବିଷୟରେ କହିଲେ, “ଆଶେର ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ବୁଡ଼ାଉ।”