Deuteronomy 33:4 — Compare Translations
5 translations compared side by side
Odia - 1840
"ମାଶାେ ଆମ୍ଭକକ୍ସ୍ଟ ନୀଯମଗକ୍ସ୍ଟଡିକ ଶିକ୍ଷା ଦେଲେ, ତାହା ୟାକକ୍ସ୍ଟବର ଲୋକମାନଙ୍କର ଚିରସ୍ଥାଯୀ ଅଧିକାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର ।
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ଆମ୍ଭକୁ ନିୟମ ଗୁଡ଼ିକ ଶିକ୍ଷା ଦେଲେ, ତାହା ଯାକୁବର ଲୋକମାନଙ୍କର ଚିରସ୍ଥାୟୀ ଅଧିକାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର।
Odia IRV 2017 (ଓଡିଆ ବାଇବେଲ)
ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର।