Deuteronomy 33:6 — Compare Translations
5 translations compared side by side
Odia - 1840
"ରୂବନେ ବଞ୍ଚିରହକ୍ସ୍ଟ, ଏବଂ ତାଙ୍କର ମୃତକ୍ସ୍ଟ୍ଯ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ଯକ ନ ହକ୍ସ୍ଟଅନ୍ତକ୍ସ୍ଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରୁବେନ୍ ବଞ୍ଚିଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ ।
Odia Bible ERV 2004 (ପବିତ୍ର ବାଇବଲ)
ରୁବେନ୍କୁ ଆଶୀର୍ବାଦ “ରୁବେନ୍ ବଞ୍ଚିରହୁ, ଏବଂ ତାଙ୍କର ମୃତ୍ୟୁ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ୟକ ନ ହୁଅନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରୁବେନ୍ ବଞ୍ଚି ଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ରୁବେନ୍ ବଞ୍ଚିଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ।