Deuteronomy 4:46 — Compare Translations

5 translations compared side by side

Odia - 1840
"ସିୟୋନ ଦେଶ ରେ ଇ ମାରେୀଯମାନଙ୍କର ରାଜା ୟିଏକି ୟର୍ଦ୍ଦନ ନଦୀର ବିପରିତ ପାଶର୍‌ବ ରେ ଥିବା ବୈତପିୟୋର ସମ୍ମକ୍ସ୍ଟଖ ରେ ହିଷ୍ବୋନ୍ ଇପତ୍ଯକା ରେ ଶାସନ କରୁଥିଲେ। କାରଣ ମିଶରରକ୍ସ୍ଟ ବାହାରି ଆସିବା ବେଳେ ମାଶାେ ଓ ଇଶ୍ରାୟେଲର ଲୋକମାନେ ତାଙ୍କୁ ପରାସ୍ତ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍ର,
Odia Bible ERV 2004 (ପବିତ୍ର ବାଇବଲ)
ସିୟୋନ ଦେଶରେ ଇମୋରୀୟମାନଙ୍କର ରାଜା ଯିଏକି ଯର୍ଦ୍ଦନ ନଦୀର ବିପରିତ ପାର୍ଶ୍ୱରେ ଥିବା ବୈ‌‌‌ତ୍‌‌‌ପିୟୋର ସମ୍ମୁଖରେ ହି‌ଷ୍‌ବୋନ୍ ଉପତ୍ୟକାରେ ଶାସନ କରୁଥିଲେ। କାରଣ ମିଶରରୁ ବାହାରି ଆସିବା ବେଳେ ମୋଶା ଓ ଇସ୍ରାଏଲର ଲୋକମାନେ ତାଙ୍କୁ ପରାସ୍ତ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା, ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍‍ର,
Odia IRV 2017 (ଓଡିଆ ବାଇବେଲ)
କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା, ଇସ୍ରାଏଲ ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍‍ର,