Ecclesiastes 10:2 — Compare Translations
5 translations compared side by side
Odia - 1840
"ଜଣେ ଜ୍ଞାନୀର ହୃଦଯ ତାକୁ ଠିକ୍ ପଥରେ ଆଗଇେ ନିଏ, କିନ୍ତୁ ଜଣେ ମୂର୍ଖର ହୃଦଯ ତାକୁ ଭୁଲ୍ ବାଟରେ ଆଗଇେ ନିଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜ୍ଞାନୀର ହୃଦୟ ତାହାର ଦକ୍ଷିଣରେ; ମାତ୍ର ମୂର୍ଖର ହୃଦୟ ତାହାର ବାମରେ ଥାଏ ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ଜ୍ଞାନୀର ହୃଦୟ ତାକୁ ଠିକ୍ ପଥରେ ଆଗେଇ ନିଏ, କିନ୍ତୁ ଜଣେ ମୂର୍ଖର ହୃଦୟ ତାକୁ ଭୁଲ୍ ବାଟରେ ଆଗେଇ ନିଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ।
Odia IRV 2017 (ଓଡିଆ ବାଇବେଲ)
ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ।