Ecclesiastes 10:5 — Compare Translations

5 translations compared side by side

Odia - 1840
"ମୁଁ ସୂର୍ୟ୍ଯ ତଳେ ଏକ ମନ୍ଦ ବିଷଯ ଦେଖିଲି। ଏକ ଭୁଲ୍ ଯାହା ଶାସନ କର୍ତ୍ତାଠାରୁ ଆସିଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭ୍ରମ ତୁଲ୍ୟ ଦେଖାଯାଏ;
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଲି। ଏକ ଭୁଲ୍ ଯାହା ଶାସନକର୍ତ୍ତାଠାରୁ ଆସିଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;
Odia IRV 2017 (ଓଡିଆ ବାଇବେଲ)
ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;