Ecclesiastes 2:23 — Compare Translations
5 translations compared side by side
Odia - 1840
"କାରଣ ତାହାର ଦିନସବୁ କବଳେ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅଟେ। ରାତ୍ରି ରେ ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପଜନକ; ରାତ୍ରିରେ ହିଁ ତାହାର ହୃଦୟ ବିଶ୍ରାମ ପାଏ ନାହିଁ । ଏହା ମଧ୍ୟ ଅସାର ।
Odia Bible ERV 2004 (ପବିତ୍ର ବାଇବଲ)
କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପ ଜନକ ଅଟେ। ରାତ୍ରିରେ ହିଁ ତା’ର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର କାର୍ଯ୍ୟ ମନସ୍ତାପଜନକ; ରାତ୍ରିରେ ମଧ୍ୟ ତାହାର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।
Odia IRV 2017 (ଓଡିଆ ବାଇବେଲ)
କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର କାର୍ଯ୍ୟ ମନସ୍ତାପଜନକ; ରାତ୍ରିରେ ମଧ୍ୟ ତାହାର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।