Ephesians 4:5 — Compare Translations

7 translations compared side by side

Odia - 1840
"ପ୍ରଭୁ ଏକ, ବିଶ୍ବାସ ଏକ ଓ ବାପ୍ତିସ୍ମ ମଧ୍ଯ ଏକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏକ ପ୍ରଭୁ, ଏକ ବିଶ୍ଵାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ଵର ଓ ପିତା;
Odia BSI (ପବିତ୍ର ବାଇବଲ (CL) NT (BSI))
ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ଜଳଦୀକ୍ଷା।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଭୁ ଏକ, ବିଶ୍ୱାସ ଏକ ଓ ବାପ୍ତିସ୍ମ ମଧ୍ୟ ଏକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା;
Odia IRV 2017 (ଓଡିଆ ବାଇବେଲ)
ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ୱର ଓ ପିତା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ಲೊಚ್ ಧನಿ, ಎಕುಚ್ ವಿಶ್ವಾಸ್, ಅನಿ ಎಕುಚ್ ಬಾಲ್ತಿಮ್;