Ephesians 5:10 — Compare Translations
7 translations compared side by side
Odia - 1840
"କେଉଁ ବିଷୟଗୁଡ଼ିକ ଈଶ୍ବରଙ୍କ ସନ୍ତାଷେ ଜନ୍ମାଏ, ସଗେୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାର ରେ ଲୋକେ ଯଭେଳି କାମ କରନ୍ତ, ସଗେୁଡ଼ିକୁ କର ନାହିଁ। ସଗେୁଡ଼ିକ କରିବା ଦ୍ବାରା କିଛି ଲାଭ ହୁଏ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭୁଙ୍କର କଅଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଭୁଙ୍କର ସନ୍ତୋଷଭାଜନ ହେବା ପାଇଁ ଶିକ୍ଷା କର।
Odia Bible ERV 2004 (ପବିତ୍ର ବାଇବଲ)
କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
Odia IRV 2017 (ଓଡିଆ ବାଇବେଲ)
ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಧನಿಯಾಕ್ ಮೆಚ್ಕಿಚೆ ಕಾಮ್ ಖಲೆ ಮನುನ್ ಕಳ್ವುನ್ ಘೆವ್ಕ್ ಕಟ್ಪಟ್ ಕರಾ.