Ephesians 5:22 — Compare Translations
7 translations compared side by side
Odia - 1840
"ହେ ପତ୍ନୀମାନେ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ସ୍ତ୍ରୀମାନେ, ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ଵାମୀର ବଶୀଭୂତା ହୁଅ,
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ତ୍ରୀମାନେ! ତୁମେ ଯେପରି ପ୍ରଭୁଙ୍କ ବଶୀଭୂତା, ସେହିପରି ନିଜ ନିଜ ସ୍ୱାମୀର ବଶୀଭୂତା ହୁଅ।
Odia Bible ERV 2004 (ପବିତ୍ର ବାଇବଲ)
ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅ,
Odia IRV 2017 (ଓଡିଆ ବାଇବେଲ)
ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବସୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବସୀଭୂତ ହୁଅ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಾಯ್ಕಾ ಮಾನ್ಸಾನು ತುಮಿ ಧನಿಯಾಕ್ ಖಾಲ್ತಿ ಹೊವ್ನ್ ಹೊತ್ತ್ಯಾ ಸಾರ್ಕೆ ತುಮ್ಚ್ಯಾ ಘವಾಕ್ನಿಬಿ ಖಾಲ್ತಿ ಹೊವ್ನ್ ರಾವಾ.