Ephesians 6:15 — Compare Translations
7 translations compared side by side
Odia - 1840
"ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହାଇେ ରୁହ, ଏଥିପାଇଁ, ପାଦ ରେ ଶାନ୍ତି ଦାୟକ ସୁସମାଚାରର ଜୋତା ପିନ୍ଧ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତାରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ;
Odia BSI (ପବିତ୍ର ବାଇବଲ (CL) NT (BSI))
ପାଦରେ ଶାନ୍ତିର ସୁସମାଚାରରୂପ ପାଦୁକା ପିନ୍ଧି ପ୍ରସ୍ତୁତ ହୋଇ ଠିଆ ହୁଅ।
Odia Bible ERV 2004 (ପବିତ୍ର ବାଇବଲ)
ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ;
Odia IRV 2017 (ଓଡିଆ ବାଇବେଲ)
ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಮಾಧಾನಾಚಿ ಬರಿ ಖಬರ್ ಸಾಂಗುಕ್ ತಯಾರ್ ಹೊಲ್ಲೊ ಮನ್ ಮನ್ತಲಿ ಪಾಂಯಾಕ್ನಿ ರಾಕನ್ ಕರುಕ್ ಹೊನಯಾ ನೆಸುನ್ ಘೆವ್ನ್ ಘಟ್ ಇಬೆ ರಾವಾ.