Esther 1:2 — Compare Translations

5 translations compared side by side

Odia - 1840
"ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ଅକ୍ଷଶ୍ଵେରଶ ରାଜା ଶୂଶନ୍ ରାଜଧାନୀରେ ଆପଣା ରାଜ-ସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ,
Odia Bible ERV 2004 (ପବିତ୍ର ବାଇବଲ)
ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍‍ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ,
Odia IRV 2017 (ଓଡିଆ ବାଇବେଲ)
ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍‍ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ,