Esther 4:17 — Compare Translations
5 translations compared side by side
Odia - 1840
"ତେଣୁ ମର୍ଦ୍ଦଖଯ ଗଲେ, ସେ ଏଷ୍ଟରଙ୍କ କହିବା ଅନୁୟାଯୀ କାର୍ୟ୍ଯ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ମର୍ଦ୍ଦଖୟ ଚାଲି ଯାଇ ଏଷ୍ଟରର ସମସ୍ତ ଆଜ୍ଞାନୁସାରେ କର୍ମ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ମର୍ଦ୍ଦଖୟ ଚାଲିଯାଇ ଏଷ୍ଟରଙ୍କ ସମସ୍ତ ଆଜ୍ଞାନୁସାରେ କର୍ମ କଲେ।
Odia IRV 2017 (ଓଡିଆ ବାଇବେଲ)
ତେଣୁ ମର୍ଦ୍ଦଖୟ ଚାଲି ଯାଇ ଏଷ୍ଟରଙ୍କ ସମସ୍ତ ଆଜ୍ଞାନୁସାରେ କର୍ମ କଲେ।