Exodus 1:15 — Compare Translations

5 translations compared side by side

Odia - 1840
"ସଠାେରେ ଦୁଇ ଜଣ ଏବ୍ରୀଯ ଧାତ୍ରୀ ଥିଲେ, ଯେଉଁମାନେ କି ହିବ୍ରୁର ସ୍ତ୍ରୀଲୋକମାନଙ୍କୁ ଶ୍ରୀଫ୍ରା ଓ ପୂଯା ନାମକ ପିଲା ଜନ୍ମ କରିବା ରେ ସାହାୟ୍ଯ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ମିସ୍ରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,
Odia Bible ERV 2004 (ପବିତ୍ର ବାଇବଲ)
ଧାତ୍ରୀମାନେ ଯେକି ପରମେଶ୍ୱରଙ୍କୁ ଅନୁସରଣ କଲେ ସେଠାରେ ଶିଫ୍ରା ଓ ପୂୟା ନାମକ ଦୁଇ ଜଣ ଏବ୍ରୀୟ ଧାତ୍ରୀ ଥିଲେ, ଯେଉଁମାନେ କି ଏବ୍ରୀୟା ସ୍ତ୍ରୀଲୋକମାନଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ମିସରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ମିସ୍ରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,