Exodus 1:7 — Compare Translations

5 translations compared side by side

Odia - 1840
"କିନ୍ତୁ ଇଶ୍ରାୟେଲର ବଂଶଧର ବଢିଲେ। ସମାନଙ୍କେ ସଂଖ୍ଯା ବଢିବଢି ଚାଲିଲା। ଇଶ୍ରାୟେଲର ଲୋକମାନେ ଅତ୍ଯଧିକ ଶକ୍ତିଶାଳୀ ହବୋକୁ ଲାଗିଲେ ଏବଂ ମିଶର ଦେଶ ଇଶ୍ରାୟେଲୀୟଙ୍କ ଦ୍ବାରା ପରିପୂର୍ଣ୍ଣ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି ସେମାନଙ୍କ ଦ୍ଵାରା ଦେଶ ପରିପୂର୍ଣ୍ଣ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଇସ୍ରାଏଲର ବଂଶଧର ବଢ଼ିଲେ। ସେମାନଙ୍କ ସଂଖ୍ୟା ବଢ଼ି ବଢ଼ି ଗ୍ଭଲିଲା। ଇସ୍ରାଏଲର ଲୋକମାନେ ଅତ୍ୟଧିକ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ମିଶର ଦେଶ ଇସ୍ରାଏଲୀୟଙ୍କ ଦ୍ୱାରା ପରିପୂର୍ଣ୍ଣ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା।
Odia IRV 2017 (ଓଡିଆ ବାଇବେଲ)
ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା।