Exodus 18:4 — Compare Translations

5 translations compared side by side

Odia - 1840
"ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଅନ୍ୟର ନାମ ଇଲୀୟେଷର (ପରମେଶ୍ଵର ଉପକାରୀ), କାରଣ ସେ କହିଥିଲେ, ମୋʼ ପିତାଙ୍କ ପରମେଶ୍ଵର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ଼୍‍ଗରୁ ମୋତେ ଉଦ୍ଧାର କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା’ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖ‌ଡ଼୍‌ଗରୁ ରକ୍ଷା କଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋ’ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”