Exodus 20:9 — Compare Translations
5 translations compared side by side
Odia - 1840
"ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
Odia Bible ERV 2004 (ପବିତ୍ର ବାଇବଲ)
ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
Odia IRV 2017 (ଓଡିଆ ବାଇବେଲ)
ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;