Exodus 21:17 — Compare Translations

5 translations compared side by side

Odia - 1840
"ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ କେହି ଆପଣା ପିତା କି ମାତାକୁ ଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ।
Odia Bible ERV 2004 (ପବିତ୍ର ବାଇବଲ)
“ଯଦି କେହି ତା’ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା’ର ମୃତ୍ୟୁଦଣ୍ଡ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେକେହି ଆପଣା ପିତା କିମ୍ବା ମାତାକୁ ଅଭିଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
Odia IRV 2017 (ଓଡିଆ ବାଇବେଲ)
ଯେକେହି ଆପଣା ପିତା କିମ୍ବା ମାତାକୁ ଅଭିଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।