Exodus 21:29 — Compare Translations

5 translations compared side by side

Odia - 1840
"ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ଵାମୀକି ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ସେ ଯେବେ କୌଣସି ପୁରୁଷ କି ସ୍ତ୍ରୀକି ମାରି ପକାଏ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ; ପୁଣି ତାହାର ସ୍ଵାମୀର ମଧ୍ୟ ପ୍ରାଣଦଣ୍ତ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ଆଗରୁ ପ୍ରମାଣ ଥାଏ ଯେ ସେହି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା’ର ମୁନିବ ତାକୁ ବାନ୍ଧି ରଖି ନାହିଁ, ଯଦି ସେ କାହାରିକୁ ହତ୍ୟା କରେ ତେବେ ତା’ର ମୁନିବକୁ ମଧ୍ୟ ହତ୍ୟା କରାଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ୱାମୀକୁ ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ତାହା ଯଦି କୌଣସି ପୁରୁଷ କିମ୍ବା ସ୍ତ୍ରୀକୁ ବଧ କରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ; ପୁଣି, ତାହାର ସ୍ୱାମୀର ମଧ୍ୟ ପ୍ରାଣଦଣ୍ଡ ହେବ।
Odia IRV 2017 (ଓଡିଆ ବାଇବେଲ)