Exodus 21:5 — Compare Translations

5 translations compared side by side

Odia - 1840
"ମାତ୍ର ଏପରି ହାଇପୋ ରେ ଯେ ସେ ଦାସ କହିପା ରେ ମୁଁ ମାରେ ମୁନିବ ନିକଟରେ ରହିବି। ଯଦି ସେ କ ହେ, 'ମୁଁ ମାରେମୁନିବକୁ ଭଲ ପାଏ, ମୁଁ ମାରେ ସ୍ତ୍ର, ପୁତ୍ରକନ୍ଯାକୁ ପ୍ ରମେ କରେ, ମୁଁ ମୁକ୍ତ ହବୋକୁ ଚାହୁଁ ନାହିଁ, ମୁଁ ଏଠା ରେ ରହିବି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ
Odia Bible ERV 2004 (ପବିତ୍ର ବାଇବଲ)
“ମାତ୍ର ଏପରି ହୋଇପାରେ ଯେ ସେ ଦାସ କହିପାରେ ମୁଁ ମୋର ମୁନିବ ନିକଟରେ ରହିବି। ଯଦି ସେ କହେ, ‘ମୁଁ ମୋର ମୁନିବକୁ ଭଲ ପାଏ, ମୁଁ ମୋର ସ୍ତ୍ରୀ, ପୁତ୍ରକନ୍ୟାକୁ ପ୍ରେମ କରେ, ମୁଁ ମୁକ୍ତ ହେବାକୁ ଗ୍ଭହୁଁ ନାହିଁ, ମୁଁ ଏଠାରେ ରହିବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର “ମୁଁ ଆପଣା ପ୍ରଭୁଙ୍କୁ, ପୁଣି, ଆପଣା ଭାର୍ଯ୍ୟା ଓ ସନ୍ତାନଗଣଙ୍କୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇଯିବି ନାହିଁ,” ଏପରି କଥା ଯଦି ସେହି ଦାସ ଦୃଢ଼ ରୂପେ କହିବ,
Odia IRV 2017 (ଓଡିଆ ବାଇବେଲ)
ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି, ଆପଣା ଭାର୍ଯ୍ୟା ଓ ସନ୍ତାନଗଣଙ୍କୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯଦି ସେହି ଦାସ ଦୃଢ଼ ରୂପେ କହିବ