Exodus 22:12 — Compare Translations

5 translations compared side by side

Odia - 1840
"ମାତ୍ର ଯବେେ ତାହା ନିକଟରୁ ଚୋରି ୟାଏ, ତବେେ ସେ ତା'ର ମୁନିବକୁ ତାହାର ମୂଲ୍ଯ ଦବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଯେବେ ତାହା ନିକଟରୁ ଚୋରି ଯାଏ, ତେବେ ସେ ତାହାର ସ୍ଵାମୀକି ତାହାର ମୂଲ୍ୟ ଦେବ ।
Odia Bible ERV 2004 (ପବିତ୍ର ବାଇବଲ)
ମାତ୍ର ଯେବେ ତାହା ନିକଟରୁ ଗ୍ଭେରି ଯାଏ, ତେବେ ସେ ତା’ର ମୁନିବକୁ ତାହାର ମୂଲ୍ୟ ଦେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଯଦି ତାହା ନିକଟରୁ ଚୋରି ହୋଇଅଛି, ତେବେ ସେ ତାହାର ମାଲିକକୁ ତାହାର ମୂଲ୍ୟ ଦେବ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଯଦି ତାହା ନିକଟରୁ ଚୋରି ହୋଇଅଛି, ତେବେ ସେ ତାହାର ମାଲିକକୁ ତାହାର ମୂଲ୍ୟ ଦେବ।