Exodus 22:15 — Compare Translations

5 translations compared side by side

Odia - 1840
"କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତବେେ ତା'ର ପଡ଼ୋଶୀକୁ କିଛି ଦବୋକୁ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସହେି ପଶୁକୁ ବ୍ଯବହାର କରି ପଇସା ଦେଉଥାଏ, ତବେେ ତାକୁ ପଇସା ଦବୋକୁ ପଡିବ ନାହିଁ। ଯବେେ ସହେି ପଶୁଟି ମରିୟାଏ, ବ୍ଯବହାର ସମୟରେ ଯେତିକି ଅର୍ଥ ଦଇେଥିବ ତାହା ୟଥେଷ୍ଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଯେବେ ତାହାର ସ୍ଵାମୀ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯେବେ ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ । ନୈତିକ ଧର୍ମ ସଂକ୍ରାନ୍ତୀୟ ବ୍ୟବସ୍ଥା
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯଦି ପଶୁ ନିକଟରେ ତା’ର ମୁନିବ ଥାଏ, ତେବେ ତା’ର ପଡ଼ୋଶୀକୁ କିଛି ଦେବାକୁ ପଡ଼ିବ ନାହିଁ। କିମ୍ବା ଯଦି ତା’ର ପଡ଼ୋଶୀ ସେହି ପଶୁକୁ ବ୍ୟବହାର କରି ପଇସା ଦେଉଥାଏ, ତେବେ ତାକୁ ପଇସା ଦେବାକୁ ପଡ଼ିବ ନାହିଁ। ଯେବେ ସେହି ପଶୁଟି ମରିଯାଏ, ବ୍ୟବହାର ସମୟରେ ଯେତିକି ଅର୍ଥ ଦେଇଥିବ ତାହା ଯଥେଷ୍ଟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଯଦି ତାହାର ମାଲିକ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯଦି ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଯଦି ତାହାର ମାଲିକ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯଦି ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ।