Exodus 22:16 — Compare Translations
5 translations compared side by side
Odia - 1840
"ଯଦି କୌଣସି ଲୋକର କୌଣସି ଅବିବାହିତା ୟିବତୀ ସହ ୟୋନ ସଂପର୍କ ଥାଏ, ତବେେ ସେ ତାକୁ ବିବାହ କରିବାକୁ ବାଧ୍ଯ। ଏବଂ ତାକୁ ମଧ୍ଯ ସେ ଝିଅର ପିତାକୁ ୟୌତୁକ ଦବୋକୁ ପଡିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, କେହି ଯେବେ ଅବାଗ୍ଦତ୍ତା କନ୍ୟାକୁ ଫୁସଲାଇ ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
“ଯଦି କୌଣସି ଲୋକର କୌଣସି ଅବିବାହିତା ଯୁବତୀ ସହ ଯୌନ ସମ୍ପର୍କ ଥାଏ, ତେବେ ସେ ତାକୁ ବିବାହ କରିବାକୁ ବାଧ୍ୟ। ଏବଂ ତାକୁ ମଧ୍ୟ ସେ ଝିଅର ପିତାକୁ ଯୌତୁକ ଦେବାକୁ ପଡ଼ିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, କେହି ଯଦି ଅବାଗ୍ଦତ୍ତା କନ୍ୟାକୁ ପ୍ରଲୋଭିତ କରି ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ।
Odia IRV 2017 (ଓଡିଆ ବାଇବେଲ)
ଆଉ, କେହି ଯଦି ଅବାଗ୍ଦତ୍ତା କନ୍ୟାକୁ ପ୍ରଲୋଭିତ କରି ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ।