Exodus 25:24 — Compare Translations
5 translations compared side by side
Odia - 1840
"ଏହି ମଜେକୁ ଖାଣ୍ଟି ସୁବର୍ଣ୍ଣ ରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗ ରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନିର୍ମଳ ସ୍ଵର୍ଣ୍ଣରେ ତାହା ମଡ଼ାଇବ, ପୁଣି ତହିଁର ଚତୁର୍ଦ୍ଦିଗରେ ସ୍ଵର୍ଣ୍ଣର କାନ୍ଥି କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ମେଜକୁ ଖାଣ୍ଟି ସୁବର୍ଣ୍ଣରେ ଆଚ୍ଛାଦନ କର ଏବଂ ତା’ର ଚତୁର୍ଦ୍ଦିଗରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ, ପୁଣି, ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ।
Odia IRV 2017 (ଓଡିଆ ବାଇବେଲ)
ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ, ପୁଣି, ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ।