Exodus 25:27 — Compare Translations

5 translations compared side by side

Odia - 1840
"ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ଵରେ ଥିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି କଡ଼ାଗୁଡ଼ିକ ଭିତରେ ସାଙ୍ଗୀ ମେଜ ବହନ କରିବ। ଏବଂ ସେଗୁଡ଼ିକ ରି‌ମ୍‌ର ପାଖାପାଖି ରହିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ୱରେ ଥିବ।
Odia IRV 2017 (ଓଡିଆ ବାଇବେଲ)
ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ୱରେ ଥିବ।