Exodus 26:27 — Compare Translations
5 translations compared side by side
Odia - 1840
"ଅନ୍ୟ ଏକ ପାଶର୍ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍ବ ପଶ୍ଚିମ ଦିଗ ରେ ନିର୍ମାଣ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ଵର ପଟାରେ ପାଞ୍ଚ ଅର୍ଗଳ ଦେବ ।
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ଏକ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାର୍ଶ୍ୱ ପଶ୍ଚିମ ଦିଗରେ ନିର୍ମାଣ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେବ।
Odia IRV 2017 (ଓଡିଆ ବାଇବେଲ)
ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେବ।