Exodus 26:6 — Compare Translations
5 translations compared side by side
Odia - 1840
"ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ପଚାଶ ସ୍ଵର୍ଣ୍ଣ ଘୁଣ୍ତି କରି ଘୁଣ୍ତିରେ ଯବନିକାସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ଏକ ବଡ଼ ତମ୍ବୁ କରିବା ପାଇଁ ଏହା ପରେ ପଗ୍ଭଶ୍ଟି ସ୍ୱର୍ଣ୍ଣକପଡ଼ାରେ ପରଦାଗୁଡ଼ିକ ଯୋଡ଼ିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକା ସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ।