Exodus 28:9 — Compare Translations

5 translations compared side by side

Odia - 1840
"ଦୁଇଟି ଗୋମଦେକମଣି ନଇେ ତହିଁ ଉପରେ ଇଶ୍ରାୟେଲ ପୁତ୍ରମାନଙ୍କ ନାମ ଖାଦେିତ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ତୁମ୍ଭେ ଦୁଇ ଗୋମେଦକ ମଣିଘେନି ତହିଁ ଉପରେ ଇସ୍ରାଏଲ-ପୁତ୍ରମାନଙ୍କ ନାମ ଖୋଳିବ ।
Odia Bible ERV 2004 (ପବିତ୍ର ବାଇବଲ)
“ଦୁଇଟି ଗୋମେଦକମଣି ନେଇ ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଦିତ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।